୮ବର୍ଷର ଝିଅ କମାଉଛି ମାସକୁ ୭୬ ଲକ୍ଷ ଟଙ୍କା

୮ବର୍ଷର ଝିଅ କମାଉଛି ମାସକୁ ୭୬ ଲକ୍ଷ ଟଙ୍କା

Sunday April 30, 2017,

1 min Read

image


ଆଜିକାଲି ଲୋକମାନେ ଚାକିରୀ ପାଇଁ ଅନେକ ଡିଗ୍ରୀ,ଟ୍ରେନିଂ ହାସଲ କରୁଛନ୍ତି ଏବଂ ବହୁତ ଇଣ୍ଟରଭ୍ୟୁର ସମ୍ମୁଖୀନ ହେଉଛନ୍ତି । ବେଳେବେଳେ ନିରାଶ ବି ହୋଇ ବସୁଛନ୍ତି । ହେଲେ ଏ’ଠି ଚର୍ଚ୍ଚାରେ ଜଣେ ୮ବର୍ଷିୟ ଝିଅ । ମାସକୁ ଉପାର୍ଜନ କରୁଛନ୍ତି ୭୬,୨୦,୦୦୦ଟଙ୍କା ।

ସୂଚନା ଅନୁସାରେ ,ୱାଶିଂଟନର ଏହି ୮ବର୍ଷିୟ ଝିଅ ଚାର୍ଲି ୟୁଟ୍ୟୁବରେ ନିଜର ଏକ ‘ଚାର୍ଲି କ୍ରାଫ୍ଟି କିଚନ’ ଜରିଆରେ ଲୋକଙ୍କୁ ଦେଉଛନ୍ତି ବେକିଂ ଟିପ୍ସ । ଆଉ ସହଜରେ ଉପାର୍ଜନ କରୁଛନ୍ତି ଏତେ ରମକର ଅର୍ଥ ।

ଚାର୍ଲି ୨୦୧୨ରେ ନିଜର ପ୍ରଥମେ ନିଜର ଏହି ବେକିଂ ଟିପ୍ସ ଦେବା ଆରମ୍ଭ କରିଥିଲେ । ସତେବେଳେ ସେ ୬ବର୍ଷର ହୋଇଥିଲେ । ଏବେ ସେ ପ୍ରେରଣା ପାଲଟିଛନ୍ତି ଏହି ୮ବର୍ଷିୟ ଝିଅ ଚାର୍ଲି ।